ଅନ୍ୟ ସହରକୁ ଯାଉଥିବା ଶେଷ ବସ୍, ପୁରୀରୁ ରାତି ଆଠଟା ପାଖାପାଖି ଛାଡ଼ିଦେଇଥାଏ। କାମ ସରିବାକୁ ଡେରି ହୋଇଗଲା। ଶେଷ ବସରେ ଯାଇ ହେଲାନି। ବନ୍ଧୁ ବାନ୍ଧବ, ସାଙ୍ଗସୁଖମାନଙ୍କ ଘରେ, ଏ ସମୟରେ ପହଞ୍ଚିଲେ, ଭଲ ଦିଶିବନାହିଁ। ଗାଁକୁ କେମିତି ଫେରିବି, ଚିନ୍ତାରେ ଚାଲୁ ଚାଲୁ ପୁରୀ ରେଳ ଷ୍ଟେସନରେ ପହଞ୍ଚି ଯାଇଥାଏ। ସାଢେ…










