ଯୋରନ୍ଦା ମେଳା ପ୍ରତିବର୍ଷ ମାଘମାସ ଶୁକ୍ଳପକ୍ଷ ତ୍ରୟୋଦଶୀ ତିଥିରୁ ପୂର୍ଣ୍ଣିମା ଯାଏଁ ତିନିଦିନ ଧରି ଆୟୋଜିତ ହୋଇଥାଏ । ଏହି ମେଳାର ମୁଖ୍ୟ ଆର୍କଷଣ ହେଉଛି ଝାଡ଼ଦୀପ ପ୍ରଜ୍ୱଳନ ଦେଖିବା । ମେଳା ତିନି ଦିନ ପ୍ରତ୍ୟେକ ସନ୍ଧ୍ୟାରେ ବିଶ୍ୱର ମଙ୍ଗଳ କାମନା କରାଯାଇ ମହଣ ମହଣ ଘିଅରେ ବୃହତ ପିତ୍ତଳ ଝାଡ଼ଦୀପ ପ୍ରଜ୍ବଳନ କରାଯାଏ…
