#OdiaPost ହିନ୍ଦୁଧର୍ମରେ ପତିବ୍ରତ ଧାରଣା -ଏକ ଅନ୍ତର୍ଦୃଷ୍ଟି ପତିବ୍ରତ ଧର୍ମର ବିଚାର : ମହିଳାମାନଙ୍କ ପାଇଁ ହିନ୍ଦୁଧର୍ମରେ କେତେକ ନୀତି ନିୟମ ରଖାଯାଇଛି । ଏହି ସବୁ ରୀତିନୀତି ପାଳନ କରୁଥିବା ନାରୀକୁ ହିଁ ପତିବ୍ରତା ଆଖ୍ୟା ଦିଆଯାଏ । ପତ୍ନୀ ମାନେ ସ୍ଵାମୀଙ୍କ ପାଇଁ ବ୍ରତ(ସଂକଳ୍ପ) କରନ୍ତି । ସେ ନାରୀର ସ୍ଵାମୀ ହିଁ …










