“ସାର ନମସ୍କାର। ଭୋଜି ତାରିଖ ଫାଇନାଲ କଲେ ମୋତେ କହିବେ ମୁଁ ଆପଣଙ୍କ ପସନ୍ଦର ଜିନିଷ ମଗେଇ ଦେଇଛି”। ରାଜେଶ ବାବୁଙ୍କ ଅଫିସରେ ପସିଲା ବେଳକୁ ଆଗପଛ ବିଚାର ନକରି ଅମୂଲ୍ୟ କହିଗଲା। ରାଜେଶ ବାବୁ ଫୋନରେ କାହା ସହିତ କଥା ହେଉଥିଲେ। ଫୋନ ରଖି କଡା ଦୃଷ୍ଟିରେ ଅମୁଲ୍ୟକୁ ଚାହିଁଲେ। “କିହୋ ତମର କଣ୍ଟ୍ରାକ୍ଟରି…
