କଥାରେ ଅଛି ବାର ମାସେ ତେର ପର୍ବ, କିନ୍ତୁ ଦେଖିବାକୁ ଗଲେ ପ୍ରତ୍ୟେକ ମାସରେ ଓଡ଼ିଆ ଘରେ ପାଳନ ହୋଇଥାଏ ଅତିକମରେ ଚାରିଟିରୁ ପାଞ୍ଚଟି ପର୍ଵ। ସମଗ୍ର ଓଡ଼ିଶାର ପର୍ଵପର୍ଵଣି କିମ୍ବା ପ୍ରତ୍ୟକ୍ଷ ଭାବରେ ଜଗନ୍ନାଥ ସଂସ୍କୃତି ଓ କୃଷିକାର୍ଯ୍ୟ ସହ ଜଡ଼ିତ। ଏହି ପରି ଏକ ପର୍ବ ହେଉଛି ଭାଦ୍ରବ ଅମାବାସ୍ୟା ଯାହା ଉପକୂଳ…
