ଶ୍ରାବଣ ମାସର ଉଲ୍ଲେଖ ଆସିଲେ ରାସ୍ତାଘାଟରେ ‘ବୋଲ ବମ’ ଉଚ୍ଚାରଣ ସହିତ କାଉଡ଼ିଆଙ୍କର ଶିଵଜଳାଭିଷେକ ନିମିତ୍ତ ପଦଯାତ୍ରାର ଦୃଶ୍ୟ ମାନସପଟ୍ଟରେ ସ୍ୱାଭାବିକ ଭାବେ ଉଦ୍ଭାସିତ ହୁଏ । ତେବେ ଏ ପ୍ରସଙ୍ଗରେ ଆଉ ଏକ ପ୍ରଶ୍ନ ମଧ୍ୟ ମନ ମଧ୍ୟରେ ଉଙ୍କି ମାରିଥାଏ – କାଉଡ଼ିଆମାନେ ଉଚ୍ଚାରଣ କରୁଥିବା ଏହି ‘ବୋଲ ବମ’ ଧ୍ୱନିରେ ‘ବମ’…
![କାଉଡ଼ିଆଙ୍କର ‘ବୋଲ ବମ’ ଉଚ୍ଚାରଣରେ ‘ବମ’ ଶବ୍ଦର ଅର୍ଥ କାଉଡ଼ିଆଙ୍କର ‘ବୋଲ ବମ’ ଉଚ୍ଚାରଣରେ ‘ବମ’ ଶବ୍ଦର ଅର୍ଥ](https://www.bhubaneswarbuzz.com/wp-content/uploads/2020/07/FB_IMG_1595050748640-670x300.jpg)