ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀ ରାମଚନ୍ଦ୍ରଙ୍କ ଜନ୍ମଦିନ ପବିତ୍ର ରାମନବମୀ ତିଥିରେ ସାରା ରାଜ୍ୟରେ ଆନନ୍ଦର ସହ ପାଳିତ ହେଉଛି । କିମ୍ବଦନ୍ତି ଅନୁଯାୟୀ ପବିତ୍ର ଚୈତ୍ର ଶୁକ୍ଲ ନବମୀଦିନ ଦ୍ଵିପ୍ରହରରେ କୌଶଲ୍ୟା ପ୍ରଭୁ ରାମଚନ୍ଦ୍ରଙ୍କୁ, କୈକେୟୀ ଭରତଙ୍କୁ ଓ ସୁମିତ୍ରା ଯମଜ ସନ୍ତାନ ଲକ୍ଷ୍ମଣ ଓ ଶତ୍ରୁଘ୍ନଙ୍କୁ ଜନ୍ମ ଦେଇଥିଲେ । ବିଷ୍ଣୁଙ୍କ ସପ୍ତମ ଅବତାର…










