Bhubaneswar Buzz
#OdiaPost ପ୍ରକୃତି ପୂଜାର ପରମ୍ପରା ନୂଆଁଖାଇ

#OdiaPost ପ୍ରକୃତି ପୂଜାର ପରମ୍ପରା ନୂଆଁଖାଇ

ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ନୂଆଖାଇ ପାଳନ କରାଯାଏ । ପଶ୍ଚିମ ଓଡ଼ିଶାରେ ପ୍ରକୃତି ପୂଜାର ପରମ୍ପରା ମଧ୍ୟରେ ନୂଆଖାଇର ମହତ୍ତ୍ୱ, ଗୁରୁତ୍ୱ ବହନ କରି ଆସିଛି । ନୂଆ ଧାନର ଚାଉଳରୁ ପ୍ରସ୍ତୁତ ଅନ୍ନ ଓ ଅନ୍ୟାନ୍ୟ ଖାଦ୍ୟଦ୍ରବ୍ୟକୁ ସହର, ଗ୍ରାମ ଓ ଘରମାନଙ୍କର ଇଷ୍ଟ ଦେବାଦେବୀଙ୍କ ଠାରେ ଅର୍ପଣ କରାଯାଏ ।ଶ୍ରାବଣ ମାସର…

#OdiaPost ଯେତେବେଳେ ଗୁରୁଙ୍କ କୃପା ବରଷେ, ଜୀବନରେ ସଫଳତା ମିଳେ

#OdiaPost ଯେତେବେଳେ ଗୁରୁଙ୍କ କୃପା ବରଷେ, ଜୀବନରେ ସଫଳତା ମିଳେ

ସର୍ବପ୍ରଥମେ ଆମେ ଆପଣଙ୍କୁ ଗୁରୁଦିବସର ହାର୍ଦ୍ଦିକ ଶୁଭକାମନା ଜଣାଉଛୁ । ବିଶ୍ବର ବିଭିନ୍ନ ଦେଶରେ ଭିନ୍ନ ଭିନ୍ନ ତାରିଖରେ ଗୁରୁଦିବସ ପାଳନ ହୁଏ । UK ରେ ଅକ୍ଟୋବର ୫ ଓ USA ରେ ମଇ ମାସର ପ୍ରଥମ ସପ୍ତାହ ଶିକ୍ଷକଙ୍କ ଲାଗି ଉତ୍ସର୍ଗ କରାଯାଏ । କିନ୍ତୁ ଭାରତରେ ୫ ସେପ୍ଟେମ୍ବରରେ ଶିକ୍ଷକ ଦିବସ…

#OdiaPost ପାରମ୍ପରିକ ଖଡ଼ିଛୁଆଁ ବିଧିରୁ ହୁଏ ଓଡ଼ିଆମାନଙ୍କ ବିଦ୍ୟାଶିକ୍ଷାର ଶୁଭାରମ୍ଭ

#OdiaPost ପାରମ୍ପରିକ ଖଡ଼ିଛୁଆଁ ବିଧିରୁ ହୁଏ ଓଡ଼ିଆମାନଙ୍କ ବିଦ୍ୟାଶିକ୍ଷାର ଶୁଭାରମ୍ଭ

  ଭାଦ୍ରବ ଶୁକ୍ଳ ଚତୁର୍ଥୀ ଦିନ ବିଦ୍ୟା, ବୁଦ୍ଧି ଓ ସିଦ୍ଧିଦାତା ଏବଂ ବିଘ୍ନ ବିନାଶକ ଗଣେଶଙ୍କୁ ସମସ୍ତେ ପୂଜା କରିଥାଆନ୍ତି । ବିଶେଷକରି ସ୍କୁଲ, କଲେଜ ଓ ବ୍ୟବସାୟ ପ୍ରତିଷ୍ଠାନମାନଙ୍କରେ ତାଙ୍କର ପୂଜା ମହା ସମାରୋହରେ ପାଳିତ ହୋଇଥାଏ । ସମଗ୍ର ବିଶ୍ବରେ ହିନ୍ଦୁମାନେ ଗଣେଶ ପୂଜା ଉତ୍ସବ ପାଳନ କରୁଥିବା ବେଳେ ଓଡ଼ିଆମାନଙ୍କର…

#OdiaPost ୧୯୦୧ ମସିହା: ଚନ୍ଦ୍ରଶେଖର ବେହେରାଙ୍କ ନେତୃତ୍ୱରେ ସମ୍ବଲପୁରରେ ଓଡ଼ିଆ ଭାଷା ଆନ୍ଦୋଳନ – ଓଡ଼ିଆ ଅଦାଲତ ଭାଷା ହେବା ସହ ପୁନଃ ପ୍ରଚଳିତ ହେଲା

#OdiaPost ୧୯୦୧ ମସିହା: ଚନ୍ଦ୍ରଶେଖର ବେହେରାଙ୍କ ନେତୃତ୍ୱରେ ସମ୍ବଲପୁରରେ ଓଡ଼ିଆ ଭାଷା ଆନ୍ଦୋଳନ – ଓଡ଼ିଆ ଅଦାଲତ ଭାଷା ହେବା ସହ ପୁନଃ ପ୍ରଚଳିତ ହେଲା

୧୮୯୯ରେ ସମ୍ବଲପୁର ଅଞ୍ଚଳରେ ଭୟାବହ ଦୁର୍ଭିକ୍ଷ ଦେଖାଦେଇଥିଲା । ଏହା ୧୮୬୬ ମସିହାରେ ଘଟିଯାଇଥିବା ଉପକୂଳ ଓଡ଼ିଶାର ନ’ଅଙ୍କ ଦୁର୍ଭିକ୍ଷ ଭଳି ମନୁଷ୍ୟକୃତ ଥିଲା । ୧୮୯୦ରେ ଝାରସୁଗୁଡ଼ା ଦେଇ ବମ୍ବେ-କଲିକତା ରେଳପଥ ନିର୍ମାଣ ହେବାପରେ ୧୮୯୪ରେ ଝାରସୁଗୁଡ଼ାଠାରୁ ସମ୍ବଲପୁରକୁ ରେଳପଥ ନିର୍ମାଣହେଲା । ଫଳରେ ଏହି ଅଞ୍ଚଳରୁ ଉତ୍ପାଦିତ ଶସ୍ୟକୁ ସଂଗ୍ରହକରି ରେଳମାଧ୍ୟମରେ ପଠାଇ…

#OdiaPost ଜନ୍ମାଷ୍ଟମୀ : ସବୁଠୁ ବଡ଼ ଆକର୍ଷକଙ୍କ ଜନ୍ମ  – ଶ୍ରୀ ଶ୍ରୀ ରବିଶଙ୍କର

#OdiaPost ଜନ୍ମାଷ୍ଟମୀ : ସବୁଠୁ ବଡ଼ ଆକର୍ଷକଙ୍କ ଜନ୍ମ – ଶ୍ରୀ ଶ୍ରୀ ରବିଶଙ୍କର

ଜନ୍ମାଷ୍ଟମୀ ଭଗବାନ କୃଷ୍ଣଙ୍କ ଜନ୍ମ ଉତ୍ସବ ଅଟେ । ଭାଦ୍ରବ ମାସ କୃଷ୍ଣ ପକ୍ଷ ଅଷ୍ଟମୀର ଅର୍ଦ୍ଧଚନ୍ଦ୍ର ଓ କୃଷ୍ଣଙ୍କ ଜନ୍ମାଷ୍ଟମୀ ମଧ୍ୟରେ ଅଛି ଏକ ଅପୂର୍ବ ସମ୍ବନ୍ଧ । ଏହି ଅଷ୍ଟମୀର ଅର୍ଦ୍ଧଚନ୍ଦ୍ର ପ୍ରକଟ ଓ ଅପ୍ରକଟ ବୋଲି ଦୁଇଟି ଜିନିଷର ସମନ୍ବୟର ପ୍ରତୀକ । ‘ପ୍ରକଟ’ ହେଉଛି ବସ୍ତୁ/ ପାର୍ଥିବ ଜଗତ  ଓ…

#OdiaPost ଖୁଦୁରୁକୁଣୀ ଓଷା – ତଅପୋଇ ଓ ସାଧବଘର କଥା

#OdiaPost ଖୁଦୁରୁକୁଣୀ ଓଷା – ତଅପୋଇ ଓ ସାଧବଘର କଥା

ଖୁଦୁରୁକୁଣୀ ଓଷା ଓଡ଼ିଶାର ଅତି ପ୍ରାଚୀନ ତଥା ଖାଣ୍ଟି ଓଡ଼ିଆ ଓଷା ମଧ୍ୟରୁ ଗୋଟିଏ ।  ଓଡିଶାର ପୁରପଲ୍ଲୀରେ ଭାଦ୍ରବ ମାସର ପ୍ରତି ରବିବାର ଦିନ ପାଳିତ ହୋଇଥାଏ । ଏହି ବ୍ରତକୁ କୁଆଁରୀ ଝିଅ ମାନେ ମା ମଙ୍ଗଳାଙ୍କ ପାଖରେ ନିଜ ଭାଇ ମାନଙ୍କର ଶୁଭ ମନାସୀ ପାଳନ କରିଥାନ୍ତି । ଏକ ଉତ୍କଳୀୟ…

ଇତିହାସରେ ରକ୍ଷା ବନ୍ଧନ ପରମ୍ପରା –  କେବଳ ରକ୍ତ ସମ୍ପର୍କ ମଧ୍ୟରେ ସୀମିତ ରହିନାହିଁ

ଇତିହାସରେ ରକ୍ଷା ବନ୍ଧନ ପରମ୍ପରା – କେବଳ ରକ୍ତ ସମ୍ପର୍କ ମଧ୍ୟରେ ସୀମିତ ରହିନାହିଁ

“ଅସଲରେ ରକ୍ଷା ବନ୍ଧନ ପରମ୍ପରା ସେଇମାନେ ଆରମ୍ଭ କରିଥିଲେ ଯେଉଁମାନେ ପ୍ରକୃତରେ ଭାଇ ଭଉଣୀ ନଥିଲେ । ରକ୍ତ ସମ୍ପର୍କ ନଥାଇ ବି ସାମାନ୍ୟ ଏକ ଡୋରି ସେମାନଙ୍କୁ ଭାଇ ଭଉଣୀର ଅତୁଟ ସମ୍ପର୍କରେ ବାନ୍ଧି ପାରିଥିଲା ।” ରକ୍ଷା ବନ୍ଧନର ପରମ୍ପରା ପ୍ରାୟ ୬୦୦୦ ବର୍ଷ ପୁରୁଣା ଅନୁମାନ କରାଯାଏ । କିନ୍ତୁ କୌଣସି…

#OdiaPost ଉତ୍ତର ପ୍ରଦେଶ କାନପୁରସ୍ଥିତ  ଚମତ୍କାରୀ ଜଗନ୍ନାଥ ମନ୍ଦିର ଦେଉଛି ବର୍ଷା ଆଗମନର ସଙ୍କେତ

#OdiaPost ଉତ୍ତର ପ୍ରଦେଶ କାନପୁରସ୍ଥିତ ଚମତ୍କାରୀ ଜଗନ୍ନାଥ ମନ୍ଦିର ଦେଉଛି ବର୍ଷା ଆଗମନର ସଙ୍କେତ

Heard about this Jagannath Temple in Kanpur Uttarpradesh which predicts the rainfall date 15 days before? ଚମତ୍କାରର ଦେଶ ଭାରତ । ଏଇଠି  ଅନେକ ଘଟଣା ଦେଖିବାକୁ ମିଳେ  ଯାହାର ରହସ୍ୟ ଆଚମ୍ବିତ କରେ । ଯେମିତିକି ଉତ୍ତରପ୍ରଦେଶର ଏକ ମନ୍ଦିର ବର୍ଷାର ସଂକେତ ଦେବାରେ ଅନେକ ବର୍ଷ ହେବ…

#OdiaPost ପ୍ରସିଦ୍ଧ କ୍ଷୀରି ଭୋଗ ପାଇଁ ଚାଲନ୍ତୁ ବର୍ଷକୁ ମାତ୍ର ୧୦ ଦିନ ପାଇଁ ଚଳଚଞ୍ଚଳ ରହୁଥିବା ଆଲାରନାଥ ପୀଠ

#OdiaPost ପ୍ରସିଦ୍ଧ କ୍ଷୀରି ଭୋଗ ପାଇଁ ଚାଲନ୍ତୁ ବର୍ଷକୁ ମାତ୍ର ୧୦ ଦିନ ପାଇଁ ଚଳଚଞ୍ଚଳ ରହୁଥିବା ଆଲାରନାଥ ପୀଠ

Alarnatha Temple is a temple dedicated to Vishnu and located in Brahmagiri, near Puri.It becomes crowded after the Snana Yatra when lord Jagannath cannot be seen in Puri. During this period, popularly known as Anasara or ‘Anavasara’  instead of having darshan in…