Bhubaneswar Buzz
#OdiaPostAt11 ମହାଡ଼ମ୍ବରରେ ପାଳିତ ହେଉଛି ଶ୍ରୀରାମ ନବମୀ – ମନ୍ଦିର ଓ ରାମଲୀଳା ସ୍ଥଳୀଗୁଡ଼ିକ ଉତ୍ସବମୁଖର

#OdiaPostAt11 ମହାଡ଼ମ୍ବରରେ ପାଳିତ ହେଉଛି ଶ୍ରୀରାମ ନବମୀ – ମନ୍ଦିର ଓ ରାମଲୀଳା ସ୍ଥଳୀଗୁଡ଼ିକ ଉତ୍ସବମୁଖର

ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀ ରାମଚନ୍ଦ୍ରଙ୍କ ଜନ୍ମଦିନ ପବିତ୍ର ରାମନବମୀ ତିଥିରେ ସାରା ରାଜ୍ୟରେ ଆନନ୍ଦର ସହ ପାଳିତ ହେଉଛି । କିମ୍ବଦନ୍ତି ଅନୁଯାୟୀ ପବିତ୍ର ଚୈତ୍ର ଶୁକ୍ଲ  ନବମୀଦିନ ଦ୍ଵିପ୍ରହରରେ କୌଶଲ୍ୟା ପ୍ରଭୁ ରାମଚନ୍ଦ୍ରଙ୍କୁ, କୈକେୟୀ  ଭରତଙ୍କୁ ଓ ସୁମିତ୍ରା  ଯମଜ ସନ୍ତାନ ଲକ୍ଷ୍ମଣ ଓ ଶତ୍ରୁଘ୍ନଙ୍କୁ ଜନ୍ମ ଦେଇଥିଲେ । ବିଷ୍ଣୁଙ୍କ ସପ୍ତମ ଅବତାର…