Bhubaneswar Buzz

A unique way to talk about Food of all districts of Odisha by Ashish Nayak

chena poda odisha bbsrbuzz

ହୋ ଭକତେ, ଓଡ଼ିଶା ରେ କେତୋଟି ଜିଲ୍ଲା ଆଉ ବିଭିନ୍ନ ଜିଲ୍ଲାରେ କ’ଣ ଖାଦ୍ୟ ମିଳେ ? ଆସ ଜାଣିବା।

୧) ପ୍ରଥମେ ଆସିଲେ ଦେଖ “ଅନୁଗୁଳ” ଛୁଆ, ସାଙ୍ଗରେ ଆଣିଛନ୍ତି “ବାଉଂଶ ପୋଡ଼ା ଚିକେନ” ଯାହାକି ଭାରି ସୁଆଦିଆ

୨) ତା’ପରେ ଆସିଲେ ଦେଖ “ବରଗଡ଼” ଛୁଆ, ସାଙ୍ଗରେ ଆଣିଛନ୍ତି “ଚାଉଲ୍ ବରା “, ଯାହାକି ଭାରି ସୁଆଦିଆ।

୩) ତା’ପରେ ଆସିଲେ ଦେଖ “ଭଦ୍ରକ” ଛୁଆ, ସାଙ୍ଗରେ ଆଣିଛନ୍ତି “ପାଳୁଅ ଲଡ଼ୁ”, ଯାହାକି ଭାରି ସୁଆଦିଆ।

୪) ତା’ପରେ ଆସିଲେ ଦେଖ “ବାଲେଶୋର” ଛୁଆ, ସାଙ୍ଗରେ ଆଣିଛନ୍ତି “କ୍ଷୀର ଗଜା”, ଯାହାକି ଭାରି ସୁଆଦିଆ।

୫) ତା’ପରେ ଆସିଲେ ଦେଖ “ବଲାଙ୍ଗିର” ଛୁଆ, ସାଙ୍ଗରେ ଆଣିଛନ୍ତି “ଚାଉଲ୍ ବରା, ଗୁଡ଼ ବରା” ଯାହାକି ଭାରି ସୁଆଦିଆ।

୬) ତା’ପରେ ଆସିଲେ ଦେଖ “ବୌଦ” ଛୁଆ, ସାଙ୍ଗରେ ଆଣିଛନ୍ତି “ଚକା ପିଠା”, ଯାହାକି ଭାରି ସୁଆଦିଆ।

୭) ତା’ପରେ ଆସିଲେ ଦେଖ “କଟକ” ଛୁଆ ସାଙ୍ଗରେ ଆଣିଛନ୍ତି “ଦହିବରା ଆଳୁଦମ୍, ସାଲେପୁର ରସଗୋଲା” ଯାହାକି ଭାରି ସୁଆଦିଆ।

୮) ତା’ପରେ ଆସିଲେ ଦେଖ “ଦେଓଗଡ଼” ଛୁଆ, ସାଙ୍ଗରେ ଆଣିଛନ୍ତି “ଚାଟ୍, କରଡ଼ି”, ଯାହାକି ଭାରି ସୁଆଦିଆ।

୯) ତା’ପରେ ଆସିଲେ ଦେଖ “ଢେଙ୍କାନାଳ” ଛୁଆ, ସାଙ୍ଗରେ ଆଣିଛନ୍ତି “ବିରି ବରା, ରସଗୋଲା” ଯାହାକି ଭାରି ସୁଆଦିଆ।

୧୦) ତା’ପରେ ଆସିଲେ ଦେଖ “ଗଜପତି” ଛୁଆ, ସାଙ୍ଗରେ ଆଣିଛନ୍ତି “ଚକୁଳି ପିଠା (ଦୋସା)”, ଯାହାକି ଭାରି ସୁଆଦିଆ।

୧୧) ତା’ପରେଆସିଲେ ଦେଖ “ଗଞ୍ଜାମ” ଛୁଆ, ସାଙ୍ଗରେ ଆଣିଛନ୍ତି “ଧନୁମୁଆଁ,ବଡ଼ି,ଚିଙ୍ଗୁଡ଼ି” ଯାହାକି ଭାରି ସୁଆଦିଆ।

୧୨) ତା’ପରେ ଆସିଲେ ଦେଖ “ଜଗତସିଂହପୁର” ଛୁଆ, ସାଙ୍ଗରେ ଆଣିଛନ୍ତି “ଏଣ୍ଡୁରି ପିଠା, ପାରାଦ୍ୱୀପ ଶୁଖୁଆ”, ଯାହାକି ଭାରି ସୁଆଦିଆ।

୧୩) ତା’ପରେ ଆସିଲେ ଦେଖ “ଜାଜପୁର” ଛୁଆ, ସାଙ୍ଗରେ ଆଣିଛନ୍ତି “ଚଣ୍ଡିଖୋଲ ପେଡ଼ା, ଡାଲି ଗଜା”, ଯାହାକି ଭାରି ସୁଆଦିଆ।

୧୪) ତା’ପରେ ଆସିଲେ ଦେଖ “ଝାରସୁଗୁଡ଼ା” ଛୁଆ, ସାଙ୍ଗରେ ଆଣିଛନ୍ତି “ଦହି ଜଲିବି, ପେଡ଼ା”, ଯାହାକି ଭାରି ସୁଆଦିଆ।

୧୫) ତା’ପରେ ଆସିଲେ ଦେଖ “କଳାହାଣ୍ଡି” ଛୁଆ, ସାଙ୍ଗରେ ଆଣିଛନ୍ତି “କରଡ଼ି, ଆମ୍ବିଳ”, ଯାହାକି ଭାରି ସୁଆଦିଆ।

୧୬) ତା’ପରେ ଆସିଲେ ଦେଖ “କନ୍ଧମାଳ” ଛୁଆ, ସାଙ୍ଗରେ ଆଣିଛନ୍ତି “ଶୁଖା ଝୁରି, ପାତାଲ ଘାଣ୍ଟ”, ଯାହାକି ଭାରି ସୁଆଦିଆ।

୧୭) ତା’ପରେ ଆସିଲେ ଦେଖ “କେନ୍ଦ୍ରାପଡ଼ା” ଛୁଆ, ସାଙ୍ଗରେ ଆଣିଛନ୍ତି “ରସାବଳି, ମାଣିକପାଟଣା ବସାଦହି”, ଯାହାକି ଭାରି ସୁଆଦିଆ।

୧୮) ତା’ପରେ ଆସିଲେ ଦେଖ “କେନ୍ଦୁଝର” ଛୁଆ, ସାଙ୍ଗରେ ଆଣିଛନ୍ତି “ମାଲପୁଆ, ଫୁଲବଡ଼ି, ଆରିଶା ପିଠା, ଛେନା ମୁଡ଼ୁକି”, ଯାହାକି ଭାରି ସୁଆଦିଆ।

୧୯) ତା’ପରେ ଆସିଲେ ଦେଖ “ଖୋର୍ଦ୍ଧା” ଛୁଆ, ସାଙ୍ଗରେ ଆଣିଛନ୍ତି “ପାହାଳ ରସଗୋଲା, ଭୁବନେଶ୍ୱର କୋରା ଖଇ”, ଯାହାକି ଭାରି ସୁଆଦିଆ।

୨୦) ତା’ପରେ ଆସିଲେ ଦେଖ “କୋରାପୁଟ” ଛୁଆ, ସାଙ୍ଗରେ ଆଣିଛନ୍ତି “ବାଲସା ପିଠା, ଅମାଟ ଶାଗ”, ଯାହାକି ଭାରି ସୁଆଦିଆ।

୨୧) ତା’ପରେ ଆସିଲେ ଦେଖ “ମାଲକାନଗିରି” ଛୁଆ, ସାଙ୍ଗରେ ଆଣିଛନ୍ତି “ଦହି ମାଛ, ସଲବ”, ଯାହାକି ଭାରି ସୁଆଦିଆ।

୨୨) ତା’ପରେ ଆସିଲେ ଦେଖ “ମୟୁରଭଞ୍ଜ” ଛୁଆ, ସାଙ୍ଗରେ ଆଣିଛନ୍ତି “ବାରିପଦା ମୁଢିମାଂସ”, ଯାହାକି ଭାରି ସୁଆଦିଆ।

୨୩) ତା’ପରେ ଆସିଲେ ଦେଖ “ନୂଆପଡ଼ା” ଛୁଆ, ସାଙ୍ଗରେ ଆଣିଛନ୍ତି “ଖରିଆର ବୁନ୍ଦି”, ଯାହାକି ଭାରି ସୁଆଦିଆ।

୨୪) ତା’ପରେ ଆସିଲେ ଦେଖ “ନବରଙ୍ଗପୁର” ଛୁଆ, ସାଙ୍ଗରେ ଆଣିଛନ୍ତି “ଗୁଣ୍ଡୁରୀ ମାଂସ ତରକାରୀ”, ଯାହାକି ଭାରି ସୁଆଦିଆ।

୨୫) ତା’ପରେ ଆସିଲେ ଦେଖ “ନୟାଗଡ଼” ଛୁଆ, ସାଙ୍ଗରେ ଆଣିଛନ୍ତି “ଛେନାପୋଡ଼, ସୁନାଖଳା ଶୁଖୁଆ”, ଯାହାକି ଭାରି ସୁଆଦିଆ।

୨୬) ତା’ପରେ ଆସିଲେ ଦେଖ “ପୁରୀ” ଛୁଆ, ସାଙ୍ଗରେ ଆଣିଛନ୍ତି “ଡାଲମା, କ୍ଷୀରା, ନିମାପଡ଼ା ଛେନାଝିଲି”, ଯାହାକି ଭାରି ସୁଆଦିଆ।

୨୭) ତା’ପରେ ଆସିଲେ ଦେଖ “ରାୟଗଡ଼ା” ଛୁଆ, ସାଙ୍ଗରେ ଆଣିଛନ୍ତି “ଚକୁଳି ପିଠା, ଚାରୁ ପାଣି”, ଯାହାକି ଭାରି ସୁଆଦିଆ।

୨୮) ତା’ପରେ ଆସିଲେ ଦେଖ “ସମ୍ବଲପୁର” ଛୁଆ, ସାଙ୍ଗରେ ଆଣିଛନ୍ତି “ଗୋସଲ ରସଗୋଲା, ହେଣ୍ତୁଆ”, ଯାହାକି ଭାରି ସୁଆଦିଆ।

୨୯) ତା’ପରେ ଆସିଲେ ଦେଖ “ସୋନପୁର” ଛୁଆ, ସାଙ୍ଗରେ ଆଣିଛନ୍ତି “ମୁଗ ଡାଲି, ମାଛ ପୁରୁଗ, ମସଲା ବରା”, ଯାହାକି ଭାରି ସୁଆଦିଆ।

୩୦) ତା’ପରେ ଆସିଲେ ଦେଖ “ସୁନ୍ଦରଗଡ଼” ଛୁଆ, ସାଙ୍ଗରେ ଆଣିଛନ୍ତି “ବାଉଂଶ ପୋଡ଼ା ମଟନ, ଚକେଲ ବରା”, ଯାହାକି ଭାରି ସୁଆଦିଆ।

 

Like Us in Facebook to get more content like this

Follow us in Twitter

If you have content to share with us, send us an email at [email protected]

Comments

comments