Bhubaneswar Buzz

Don’t miss this awesome Bali Jatra song released by Team Symphony Music Odia

 

ଓଡିଶା ର ସଂସ୍କୃତି ଓ ପରମ୍ପରା ଅତି ନିଆରା। ଆଉ ସେ ସଂସ୍କୃତି ଆଉ ପରାମର୍ଶ କୁ ଜାବୁଡି ଧରେ ଓଡିଶାର ଏ ସର୍ବ ପୁରାତନ ସହର। ସମୟ ବଦଳିଛି ହେଲେ ବଦଳିନି ପ୍ରତ୍ୟେକ କଟକିଆ ର ସେ ସଂସ୍କୃତି ପ୍ରେମ। ଭାଇଚାରା କୁ ନେଇ ଆଗକୁ ବଢେ ଏଇ ସହର। ଗର୍ବର ସହ ପାଳନ କରେ ପ୍ରତ୍ୟେକ ପର୍ବକୁ।ଓଡ଼ିଆ ସାଧବ ପୁଅ ର ଗର୍ବ ର ଗାଥା ହେଉଛି ଏଇ ବାଲିଯାତ୍ରା ।ବାଲିଯାତ୍ରା ଆସିଲେ ଉତ୍ସଵ ମୁଖର ହୋଇ ଉଠେ ସାରା ସହର। ନିଆରା ଏ ପରମ୍ପରା ପ୍ରତ୍ୟେକ କଟକିଆଙ୍କ ପାଇଁ ହୋଇଥାଏ ପର୍ବ ଠାରୁ ବି ବଡ ପର୍ବ।

CREDITS:

Composition – Barish Biswajit Mishra

Lyrics – Gourab Kumar

Vocals – Kuna Tripathy, Barish Biswajit, Soubhagya K. Dash & Namrata Mohanty

Backing Vocals – Reetiparna Nayak & Saswatika Pradhan

Rap -Kuna Tripathy & Mr. D

Arrangement – Ashis Mohanty

Keyboard – Litu Rhythm

Programming – Babu Da

Recorded at Symphony Studio

Mixed and Mastered by – Nitya Sriranjan (JCK STUDIO)

Production Head – Gouttam Sankalp Das

Production Manager – Chandan Sahoo

Special Thanks: Sri Kuna Tripathy & Silvercity Cuttack

Comments

comments