Bhubaneswar Buzz

#OdiaPost ରବୀନ୍ଦ୍ରନାଥ ଠାକୁରଙ୍କ ସମ୍ପୂର୍ଣ୍ଣ ଜନ ଗଣ ମନ

ଜନ ଗଣ ମନ … ନୋବେଲ ବିଜେତା ରବୀନ୍ଦ୍ରନାଥ ଠାକୁରଙ୍କ ଦ୍ଵାରା ୫ ଟି ଛନ୍ଦର ସମାହାର ସାଧୁ ବଙ୍ଗଳା ( ସମକକ୍ଷ ଓଡ଼ିଆ)ରେ ଲିଖିତ । ସେଥିରୁ ପ୍ରଥମ ଛନ୍ଦଟି ଭାରତର ଜାତୀୟ ସଙ୍ଗୀତ ଭାବେ ଗ୍ରହଣ କରାଯାଇଛି ।

ଲିଖିତ : ରବୀନ୍ଦ୍ରନାଥ ଠାକୁର
ପ୍ରଥମ ଗାନ : ଭାରତୀୟ ଜାତୀୟ କଂଗ୍ରେସର କଲିକତା ଅଧିଵେଶନ ୨୭ ଡିସେମ୍ବର ୧୯୧୧
ଭାରତର ଜାତୀୟ ସଙ୍ଗୀତ ଭାବେ ଗୃହୀତ: ୨୪ ଜାନୁଆରୀ ୧୯୫୦
ଜାତୀୟ ସଙ୍ଗୀତ : ପ୍ରଥମ ଛନ୍ଦ (ସମୟ ଅଵଧି ୫୨ ସେକେଣ୍ଡ)

ସମ୍ପୂର୍ଣ୍ଣ ଜନ ଗଣ ମନ … ସଂଳାପ

(ଛନ୍ଦ ୧)

ଜନ ଗଣ ମନ ଅଧିନାୟକ ଜୟ ହେ ଭାରତ ଭାଗ୍ୟ ଵିଧାତା

ପଞ୍ଜାବ ସିନ୍ଧୁ ଗୁଜରାଟ ମରାଠା, ଦ୍ରାଵିଡ଼ ଉତ୍କଳ ବଙ୍ଗ

ବିନ୍ଧ୍ୟ ହିମାଚଳ ଯମୁନା ଗଙ୍ଗା, ଉଚ୍ଛଳ ଜଳଧି ତରଙ୍ଗ

ତଵ ଶୁଭ ନାମେ ଜାଗେ, ତଵ ଶୁଭ ଆଶିଷ ମାଗେ

ଗାହେ ତଵ ଜୟ ଗାଥା

ଜନ ଗଣ ମଙ୍ଗଳ ଦାୟକ, ଜୟ ହେ ଭାରତ ଭାଗ୍ୟ ଵିଧାତା

ଜୟ ହେ, ଜୟ ହେ, ଜୟ ହେ, ଜୟ ଜୟ ଜୟ, ଜୟ ହେ ।

(ଛନ୍ଦ ୨)

ଅହରହ ତଵ ଆହ୍ୱାନ ପ୍ରଚାରିତ, ଶୁଣି ତଵ ଉଦାର ଵାଣୀ

ହିନ୍ଦୁ ବୌଦ୍ଧ ଶିଖ ଜୈନ, ପରାସିକ ମୁସଲମାନ ଖ୍ରୀଷ୍ଟିୟାନୀ

ପୂରଵ ପଶ୍ଚିମ ଆସେ, ତଵ ସିଂହାସନ ପାଶେ

ପ୍ରେମହାର ହୟ ଗାଥା

ଜନ ଗଣ ଐକ୍ୟ ଵିଧାୟକ ଜୟ ହେ, ଭାରତ ଭାଗ୍ୟ ଵିଧାତା

ଜୟ ହେ, ଜୟ ହେ, ଜୟ ହେ, ଜୟ ଜୟ ଜୟ, ଜୟ ହେ

(ଛନ୍ଦ ୩)

ପତନ ଅଭ୍ୟୁଦୟ ବନ୍ଧୁର ପନ୍ଥା, ଯୁଗ ଯୁଗ ଧାଵିତ ଯାତ୍ରୀ

ହେ ଚୀର ସାରଥ‍ି, ତଵ ରଥ ଚକ୍ରେ ମୁଖରିତ ପଥ ଦିନ ରାତ୍ରୀ

ଦାରୁଣ ଵିପ୍ଳବ ମାଝେ, ତଵ ଶଙ୍ଖ ଧ୍ୱନି ବାଜେ

ସଙ୍କଟ ଦୁଃଖତ୍ରାତା

ଜନ ଗଣ ପଥ ପରିଚାୟକ, ଜୟ ହେ ଭାରତ ଭାଗ୍ୟ ଵିଧାତା

ଜୟ ହେ ଜୟ ହେ ଜୟ ହେ, ଜୟ ଜୟ ଜୟ, ଜୟ ହେ ।

(ଛନ୍ଦ ୪)

ଘୋର ତିମିର ଘନ ନିଵିଡ଼, ନିଶିଥେ ପୀଡ଼ିତ ମୂର୍ଛିତ ଦେଶେ

ଜାଗ୍ରତ ଛିଲ ତଵ ଅଵିଚଳ ମଙ୍ଗଳ, ନତନୟନେ ଅନିମିଷେ

ଦୁଃସ୍ବପ୍ନେ ଆତଙ୍କେ, ରକ୍ଷା କରିଲେ ଅଙ୍କେ

ସ୍ନେହମୟୀ ତୁମେ ମାତା

ଜନ ଗଣ ଦୁଃଖତ୍ରାୟକ, ଜୟ ହେ ଭାରତ ଭାଗ୍ୟ ଵିଧାତା

ଜୟ ହେ ଜୟ ହେ ଜୟ ହେ, ଜୟ ଜୟ ଜୟ, ଜୟ ହେ ।

(ଛନ୍ଦ ୫)

ରାତ୍ରୀ ପ୍ରଭାତିଳ ଉଦିଳ ରଵିଛଵି, ପୂ୍ର୍ଵ-ଉଦୟ ଗିରି ଭାଲେ

ଗାହେ ଵିହଙ୍ଗମ ପୁଣ୍ୟ ସମୀରଣ, ନଵ ଜୀଵନ ରସ ଢାଳେ

ତଵ କରୁଣାଋୁଣ ରାଗେ, ନିଦ୍ରିତ ଭାରତ ଜାଗେ

ତଵ ଚରଣେ ନତ ମଥା

ଜୟ ଜୟ ଜୟ ହେ, ଜୟ ରାଜେଶ୍ୱର, ଭାରତ ଭାଗ୍ୟ ଵିଧାତା

ଜୟ ହେ ଜୟ ହେ ଜୟ ହେ, ଜୟ ଜୟ ଜୟ, ଜୟ ହେ ।

——————————————————————————————————————–

nistha ranjan dashBy
Nistha Ranjan Dash
@DashNistha on twitter
Find more like this. Search using : #OdiaPost

Comments

comments