Bhubaneswar Buzz

festivals

ଏହି ସବୁ ଥିଲା ଶ୍ରାଵଣ ମାସର ଓଡ଼ିଆ ପର୍ଵ, ଏଵେ ପ୍ରାୟ ଵିଲୁପ୍ତ

ଏହି ସବୁ ଥିଲା ଶ୍ରାଵଣ ମାସର ଓଡ଼ିଆ ପର୍ଵ, ଏଵେ ପ୍ରାୟ ଵିଲୁପ୍ତ

ପୂର୍ଵେ ଶ୍ରାଵଣ ମାସରେ ଓଡ଼ିଆ ଲୋକେ ଅନେକ ପର୍ଵ ପାଳୁଥିଲେ । ଏଵେ ସେଇ ସବୁ ସ୍ଥାନ ଉତ୍ତର ଭାରତରୁ ଉତ୍ପତ୍ତି ଲାଭ କରିଥିଵା କିଛି ପର୍ଵ ନେଇଯାଇଛି । ସେଥିମଧ୍ୟରୁ କାଉଡ଼ି ଯାତ୍ରା ଓ ରକ୍ଷା ବନ୍ଧନ ଅନ୍ୟତମ । ସମୟକ୍ରମେ ନୂଆ ନୂଆ ପର୍ଵ ଓଡ଼ିଆ ଲୋକଙ୍କୁ ଆକର୍ଷିତ କରୁଛି, ପୁରୁଣାରୁ ଆଗ୍ରହ…

#OdiaPost ଵ୍ୟଞ୍ଜନ ଦ୍ଵାଦଶୀ ଉପଲକ୍ଷେ ପୁରୀ ଗୌରଵିହାର ଆଶ୍ରମରେ ଲାଗିହେଲା ୬୭୧ ପ୍ରକାର ଵ୍ୟଞ୍ଜନ

#OdiaPost ଵ୍ୟଞ୍ଜନ ଦ୍ଵାଦଶୀ ଉପଲକ୍ଷେ ପୁରୀ ଗୌରଵିହାର ଆଶ୍ରମରେ ଲାଗିହେଲା ୬୭୧ ପ୍ରକାର ଵ୍ୟଞ୍ଜନ

ମାର୍ଗଶୀର ଶୁକ୍ଳ ଦ୍ୱାଦଶୀ ତିଥି ଅଵସରରେ ଶ୍ରୀଗୌରଵିହାର ଆଶ୍ରମ (ମାତା ମଠ)ରେ ଵ୍ୟଞ୍ଜନ ଦ୍ୱାଦଶୀ ଉତ୍ସଵ ଅନୁଷ୍ଠିତ ହୋଇଯାଇଛି । ଏହି ପଵିତ୍ର ତିଥିରେ ଶ୍ରୀରାଧାକୃଷ୍ଣ ଏବଂ ଶ୍ରୀଚୈତନ୍ୟ ମହାପ୍ରଭୁଙ୍କ ନିକଟରେ ୬୭୧ ପ୍ରକାର ଵ୍ୟଞ୍ଜନ ନୈଵେଦ୍ୟ ଅର୍ପଣ କରାଯାଇଛି । ଭୋରୁ ସମସ୍ତ ଦେଵନୀତି ସମାପ୍ତ ପରେ ମଧ୍ୟାହ୍ନରେ ଶ୍ରୀଚୈତନ୍ୟ ଏବଂ ଶ୍ରୀକୃଷ୍ଣଙ୍କୁ ନୌଵେଦ୍ୟ…