Bhubaneswar Buzz

TV

ଏମବିସି ଟିଭିର ନୂଆ ଲୋଗୋ ଉନ୍ମୋଚନ ଉତ୍ସବ

ଏମବିସି ଟିଭିର ନୂଆ ଲୋଗୋ ଉନ୍ମୋଚନ ଉତ୍ସବ

ଶନିବାର ପବିତ୍ର ଉତ୍କଳ ଦିବସ ଶୁଭ ସଂଧ୍ୟାରେ ଓଡିଶାର ଲୋକପ୍ରିୟ ଚ୍ୟାନେଲ MBC TVର ନୂଆ ଲୋଗୋ ଉନ୍ମୋଚନ ହୋଇଯାଇଛି । ସ୍ଥାନୀୟ ହୋଟେଲ୍ ପଲ୍ ହାଇଟ୍ସରେ ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ MBC TVର ଏହି ପିରବର୍ତ୍ତନର ସ୍ୱରକୁ ଲୋକାର୍ପଣ କରିଥିଲେ ଆମର ଅତିଥିମାନେ । ଜୟଜଗନ୍ନାଥ ଧ୍ୱନିରେ ଉନ୍ମୋଚିତ ହୋଇଥିଲା MBC TVର…