Bhubaneswar Buzz

Odisha

କାଉଡ଼ିଆଙ୍କର ‘ବୋଲ ବମ’ ଉଚ୍ଚାରଣରେ ‘ବମ’ ଶବ୍ଦର ଅର୍ଥ

କାଉଡ଼ିଆଙ୍କର ‘ବୋଲ ବମ’ ଉଚ୍ଚାରଣରେ ‘ବମ’ ଶବ୍ଦର ଅର୍ଥ

ଶ୍ରାବଣ ମାସର ଉଲ୍ଲେଖ ଆସିଲେ ରାସ୍ତାଘାଟରେ ‘ବୋଲ ବମ’ ଉଚ୍ଚାରଣ ସହିତ କାଉଡ଼ିଆଙ୍କର ଶିଵଜଳାଭିଷେକ ନିମିତ୍ତ ପଦଯାତ୍ରାର ଦୃଶ୍ୟ ମାନସପଟ୍ଟରେ ସ୍ୱାଭାବିକ ଭାବେ ଉଦ୍ଭାସିତ ହୁଏ । ତେବେ ଏ ପ୍ରସଙ୍ଗରେ ଆଉ ଏକ ପ୍ରଶ୍ନ ମଧ୍ୟ ମନ ମଧ୍ୟରେ ଉଙ୍କି ମାରିଥାଏ – କାଉଡ଼ିଆମାନେ ଉଚ୍ଚାରଣ କରୁଥିବା ଏହି ‘ବୋଲ ବମ’ ଧ୍ୱନିରେ ‘ବମ’…

ସନ୍ନିରୋଧନ (Lockdown) ମଧ୍ୟରେ ଆପଣ ଘରେ ଅଛନ୍ତି, ଆଉ ସୁରକ୍ଷିତ ଅଛନ୍ତି । ଏଥିସହ ଆପଣ ପର୍ଯ୍ୟାପ୍ତ ସମୟ ନିଜ ପରିଵାର ପାଇଁ ଦେଉଛନ୍ତି । ଏହି ସମୟ ଯାକ ଆପଣଙ୍କ ପିଲା ଆପଣଙ୍କ ପ୍ରତ୍ୟକ୍ଷ ସ୍ନେହ ଯତ୍ନ ପାଇ ଖୁସି ହେଉଥିଵ ନିଶ୍ଚୟ । ଆପଣ ଜାଣନ୍ତି କି ?, ପିଲାମାନଙ୍କୁ ଖେଳରେ ଖେଳରେ…

ଇଣ୍ଟରନାସନାଲ ଫିଲ୍ମ ଫେଷ୍ଟିଵାଲରେ ପ୍ରଦର୍ଶିତ ହେବ ‘ଦ ଲାଷ୍ଟ ନେକେଡ଼ ଆଇ ଆଷ୍ଟ୍ରୋନମର’

ଇଣ୍ଟରନାସନାଲ ଫିଲ୍ମ ଫେଷ୍ଟିଵାଲରେ ପ୍ରଦର୍ଶିତ ହେବ ‘ଦ ଲାଷ୍ଟ ନେକେଡ଼ ଆଇ ଆଷ୍ଟ୍ରୋନମର’

ଇଣ୍ଟରନାସନାଲ ସାଇନ୍ସ ଫିଲ୍ମ ଫେଷ୍ଟିଵାଲ ଅଫ ଇଣ୍ଡିଆ ଲାଗି ସାମନ୍ତ ଚନ୍ଦ୍ରଶେଖରଙ୍କ କାର୍ଯ୍ୟ ଓ ଜୀବନୀ ଉପରେ ନିର୍ମିତ The Last Naked-eye Astronomer ଫିଲ୍ମଟି ମନୋନୀତ ହୋଇଛି । କେନ୍ଦ୍ର ସରକାରଙ୍କ ଅଧିନସ୍ଥ ‘ଵିଜ୍ଞାନ ପ୍ରସାର’ ଦ୍ୱାରା ଆୟୋଜିତ ଏହି ଫିଲ୍ମ ଫେଷ୍ଟିଵାଲ ଏଥର କଲିକତାଠାରେ ଆଗାମୀ ୬-୮ ନଭେମ୍ବର ମଧ୍ୟରେ ଅନୁଷ୍ଠିତ ହେବ…