Bhubaneswar Buzz

Odia Articles

ଓଡ଼ିଶାରେ ପ୍ରଥମ – ମୁକ୍ତେଶ୍ଵର ଦେଉଳରେ ଆୟୋଜିତ ହେଲା ଦୃଷ୍ଟିହୀନଙ୍କପାଇଁ ନିଆରା ‘ଐତିହ୍ୟ ଭ୍ରମଣ’ କାର୍ଯ୍ୟକ୍ରମ

ଓଡ଼ିଶାରେ ପ୍ରଥମ – ମୁକ୍ତେଶ୍ଵର ଦେଉଳରେ ଆୟୋଜିତ ହେଲା ଦୃଷ୍ଟିହୀନଙ୍କପାଇଁ ନିଆରା ‘ଐତିହ୍ୟ ଭ୍ରମଣ’ କାର୍ଯ୍ୟକ୍ରମ

ଶ୍ରେଷ୍ଠ କଳାର ଦେଶ ଉତ୍କଳ । ଏଠାରେ ଐତିହ୍ୟସ୍ଥଳୀ ପରିପୂର୍ଣ୍ଣ । ଆମ ପରି ଭିନ୍ନକ୍ଷମମାନଙ୍କର ମଧ୍ୟ ଐତିହ ସ୍ଥଳୀ ବୁଲିବା ଓ କଳାକୁ ଜାଣିବାର ଆଗ୍ରହ ରହିଛି । ଅଵସର ସମୟ ମିଳିଲେ ଛୁଟିଦିନମାନଙ୍କରେ ଆମେ ଦର୍ଶନୀୟ ସ୍ଥାନଗୁଡ଼ିକୁ ଶିକ୍ଷଣ ଭ୍ରମଣମାନ କରିଥାଉ, ହେଲେ ସେମାନେ ମନମାରିଦିଅନ୍ତି । କାରଣ ସାଧାରଣ ଲୋକଙ୍କ ପରି…

ମହାରାଷ୍ଟ୍ରର ପୁନେ ସହରରେ ଉଦଘାଟିତ ହୋଇଯାଇଛି ଉତ୍କଳ ପ୍ରିମିଅର ଲିଗ କ୍ରିକେଟ ଟୁର୍ଣ୍ଣାମେଂଟର ଦ୍ୱିତୀୟ ସଂସ୍କରଣ। ପୁନେର ଓଡ଼ିଆ ଅଧିବାସୀମାନଙ୍କ ଦ୍ୱାରା ଗଠିତ ଉତ୍କଳ ସମାଜ ଆନୁକୂଲ୍ୟରେ ଆୟୋଜିତ ଏହି ଟୁର୍ଣ୍ଣାମେଂଟରେ ୮ଟି ଦଳ ସାମିଲ ହୋଇଛନ୍ତି

ମହାରାଷ୍ଟ୍ରର ପୁନେ ସହରରେ ଉଦଘାଟିତ ହୋଇଯାଇଛି ଉତ୍କଳ ପ୍ରିମିଅର ଲିଗ କ୍ରିକେଟ ଟୁର୍ଣ୍ଣାମେଂଟର ଦ୍ୱିତୀୟ ସଂସ୍କରଣ। ପୁନେର ଓଡ଼ିଆ ଅଧିବାସୀମାନଙ୍କ ଦ୍ୱାରା ଗଠିତ ଉତ୍କଳ ସମାଜ ଆନୁକୂଲ୍ୟରେ ଆୟୋଜିତ ଏହି ଟୁର୍ଣ୍ଣାମେଂଟରେ ୮ଟି ଦଳ ସାମିଲ ହୋଇଛନ୍ତି। ପୁନେର ନିଗଡ଼ିସ୍ଥିତ ମଦନଲାଲ ଢ଼ିଙ୍ଗ୍ରା ଷ୍ଟାଡିୟମରେ ଏହି ଟୁର୍ଣ୍ଣାମେଂଟ ଖେଳାଯାଉଛି। ଡିସେମ୍ବର ୧ ତାରିଖଦିନ ପୁନେର ଜଣେ…

#OdiaPost : ତାଙ୍କ ଅବସର ଜୀବନ ଯୁବକଙ୍କ ପାଇଁ ମଧ୍ୟ ପ୍ରେରଣା । ଓଡ଼ିଆ ଭାଷାରେ ରୋଗ ସମ୍ବନ୍ଧୀୟ ଜ୍ଞାନ ଓ ସଚେତନତା ପ୍ରଚାରରେ ନିମଗ୍ନ ଡାକ୍ତର ସୁବାସ ଚନ୍ଦ୍ର ରାଉତ

#OdiaPost : ତାଙ୍କ ଅବସର ଜୀବନ ଯୁବକଙ୍କ ପାଇଁ ମଧ୍ୟ ପ୍ରେରଣା । ଓଡ଼ିଆ ଭାଷାରେ ରୋଗ ସମ୍ବନ୍ଧୀୟ ଜ୍ଞାନ ଓ ସଚେତନତା ପ୍ରଚାରରେ ନିମଗ୍ନ ଡାକ୍ତର ସୁବାସ ଚନ୍ଦ୍ର ରାଉତ

ଅନେକ କୁହନ୍ତି, ‘ବୟସ ଏକ ସଂଖ୍ୟା ମାତ୍ର’ । ବାସ୍ତବରେ ତାହା ହିଁ ଦେଖିବାକୁ ମିଳିଛି । ଯେଉଁ ବୟସରେ ଲୋକେ ଚାକିରିରୁ ଅବସର ନେଇ କର୍ମ ଜଞ୍ଜାଳରୁ ମୁକ୍ତ ହୋଇ ଈଶ୍ୱରସେବା, ଧାର୍ମିକ କାର୍ଯ୍ୟରେ ମନୋନିବେଶ କରନ୍ତି, ସେ ବୟସରେ ଟେକ୍ନୋଲୋଜିକୁ ବ୍ୟବହାର କରି ଏକ ବିକଶିତ ସାମାଜ ଗଠନ ଦିଗରେ ପ୍ରତ୍ୟକ୍ଷ ଯୋଗଦାନ…

#OdiaPost : ରସଗୋଲା ଦିଵସରୁ ଆରମ୍ଭ ହେଉଛି ‘ଏଣ୍ଡ୍ରଏଡ଼ ରସଗୋଲା’ ଅଭିଯାନ

#OdiaPost : ରସଗୋଲା ଦିଵସରୁ ଆରମ୍ଭ ହେଉଛି ‘ଏଣ୍ଡ୍ରଏଡ଼ ରସଗୋଲା’ ଅଭିଯାନ

  ଏଣ୍ଡ୍ରଏଡର ସଂସ୍କରଣଗୁଡ଼ିକ ସମୟ ସହ ପରିଵର୍ତ୍ତିତ ହୁଏ l ନୂତନ ସଂସ୍କରଣଗୁଡ଼ିକୁ ଇଂରାଜୀ ଵର୍ଣ୍ଣମାଳା କ୍ରମାଙ୍କରେ ପଡ଼ୁଥିବା କୌଣସି ମିଠାଦ୍ରଵ୍ୟ ନାମରେ ନାମିତ କରାଯାଏ । ଗତ ଵର୍ଷ ଏଣ୍ଡ୍ରଏଡ଼ ‘ଓ‘ ପାଇଁ ‘ଓରୀଓ’ ନାମକୁ ଚୟନ କରାଯାଇଥିଲା ଆଉ ଏଵେ ‘ଏଣ୍ଡ୍ରଏଡ ପି‘ ପାଇଁ ନାମ ବଛାଚାଲିଛି । ୨୦୧୮ ଅଗଷ୍ଟ କିଂଵା…

ଯୌତୁକ : A blog by  Sudhansu Sekhar

ଯୌତୁକ : A blog by Sudhansu Sekhar

  କାହାଣୀ ୧ ପୁଣି ଗୋଟେ ଝିଅ ଦେଖା ପର୍ବ ଆଜି | ୭-୭ଟା ଦେଖିଲା ପରେ ଭି କିଛି ନା କିଛି ପାଇଁ ଆଗକୁ ବଢୁନି | ଆଚ୍ଛା.. ତମେ କଣ କର ପୁଅ | ଆମେ ଯାହା ଜାଣିଛୁ କି *** କମ୍ପାନୀରେ ମ୍ୟାନେଜେର ଅଛ ଆଉ ଏବେ ଆମେରିକାରୁ ଫେରିଛ |…

ଗାଁର କଥା (୪୨) – ଗାୟତ୍ରୀ ହିନ୍ଦୁ ହୋଟେଲ : beautiful blog in Odia by Chandra Sekhar Dash

ଗାଁର କଥା (୪୨) – ଗାୟତ୍ରୀ ହିନ୍ଦୁ ହୋଟେଲ : beautiful blog in Odia by Chandra Sekhar Dash

  ହାଓଡା ଷ୍ଟେସନଠାରୁ ଏକ ରାସ୍ତା ଆସି ହାଓଡା ମଇଦାନ ଦେଇ ବଙ୍ଗବାସୀ ସିନେମା ହଲଠାରେ ଗ୍ରାଣ୍ଡ ଟ୍ରଙ୍କ ରୋଡରେ ମିଶିଛି। ସେହି ଛକରେ ବସ ଓ ଟ୍ରାମ ରହେ। ବଙ୍ଗବାସୀ ସିନେମା ହଲଠାରୁ ହୁଗୁଳୀ ନଦୀ କୂଳ ଯାଏଁ ଆଉ ଏକ ରାସ୍ତା ଲମ୍ବିଛି, ତାହାର ନାମ ନିତ୍ୟଧନ ମୁଖାର୍ଜୀ ରୋଡ। ଏହି ରାସ୍ତାରେ…

ଗାଁର କଥା (୩୬) – ବୃକ୍ଷ ବନ୍ଧନ : beautiful blog in Odia by Chandra Sekhar Dash

ଗାଁର କଥା (୩୬) – ବୃକ୍ଷ ବନ୍ଧନ : beautiful blog in Odia by Chandra Sekhar Dash

  ଚେନ୍ନାଇଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଚାରିଥାକିଆ ରାସ୍ତାରେ ପ୍ରାୟ ୩୬୦ କିଲୋମିଟର ଗଲା ପରେ ତ୍ରିଚି ସହର ଆସେ। ୨୦୧୨ ମସିହାରେ ପ୍ରମୋସନ ପରେ ମୁଖ୍ୟ ଆୟକର ଆୟୁକ୍ତ ଭାବରେ ସେଠାରେ ଯୋଗ ଦେବାକୁ ମତେ ନିର୍ଦ୍ଦେଶ ମିଳିଥାଏ। ‘ଭଗବତ-ପିତା’ ନଥିବା ଅଫିସର ରୋଦନ କଲେ କେହି ଶୁଣିବାର ନାହିଁ; ତେଣୁକରି ଏ ଖବର ଶୁଣିକରି…

ସମ୍ବଲପୁରୀ ଶୈଳୀରେ ରହିଛି ଶାସ୍ତ୍ରୀୟ ଓଡ଼ିଆ ଭାଷାର ମୌଳିକତା – ଡା. ଦେଵାଶିଷ ଜ୍ୟେଷ୍ଠୀ

ସମ୍ବଲପୁରୀ ଶୈଳୀରେ ରହିଛି ଶାସ୍ତ୍ରୀୟ ଓଡ଼ିଆ ଭାଷାର ମୌଳିକତା – ଡା. ଦେଵାଶିଷ ଜ୍ୟେଷ୍ଠୀ

ଏବେ ଓଡ଼ିଶାର ଉପକୂଳିଆ ଲୋକେ ଯାହାକୁ ଟମାଟୋ (ଇଂରାଜୀ) ଵା ବିଲାତି (ଯାଵନିକ) କହୁଛନ୍ତି ତାହାର ମୂଳ ଓଡ଼ିଆ ଶବ୍ଦ ହେଉଛି ପାତଲଘଁଟା ଵା ପାଚଲଘଣ୍ଟା ବୋଲି ସାରଳା ମହାଭାରତରୁ ପ୍ରମାଣ ମିଳେ । ଏବେ ମଧ୍ୟ ମୟୂରଭଞ୍ଜ, କଟକ, ଅନୁଗୁଳ, ନୟାଗଡ଼ର କିଛିି ସ୍ଥାନରେ କେହି କେହି ବୟସ୍କ ଲୋକମାନେ ଏହି ପାଚଲଘଣ୍ଟା ଶବ୍ଦ…

#OdiaPost : ଓଡ଼ିଆ ଭାଷାର ସଙ୍ଘର୍ଷମୟ ଇତିହାସ

#OdiaPost : ଓଡ଼ିଆ ଭାଷାର ସଙ୍ଘର୍ଷମୟ ଇତିହାସ

ଓଡ଼ିଶା ଇଂରେଜଙ୍କ ଦ୍ୱାରା କଵଳିତ ହୋଇ ବଙ୍ଗ ଅଧୀନରେ ଶାସିତ ହେଉଥିବା ସମୟ । ୧୮୬୫-୬୬ ମସିହାରେ ଘଟିଥିବା ନ’ଅଙ୍କ ଦୁର୍ଭିକ୍ଷ ଭାଙ୍ଗିଦେଲା ଓଡ଼ିଶାର ମେରୁଦଣ୍ଡ । ଅର୍ଦ୍ଧାଧିକ ଓଡ଼ିଆ (ସରକାରୀ ହିସାବରେ ଏକତୃତୀୟାଂଶ ବା ମୋଟ ୩୦ ଲକ୍ଷ ଜନସଂଖ୍ୟାରୁ ୧୦ ଲକ୍ଷ) ପୋକମାଛି ପରି ଅକାଳେ ମୃତ୍ୟବରଣ କଲେ ।ଓଡ଼ିଶାରେ ଦାରିଦ୍ର୍ୟତା ଘୋଟିଯିବା…