Bhubaneswar Buzz

language

ଓଡ଼ିଆ ଭାଷା ତାହାର ଉପଭାଷା,ବୋଲୀ ଓ ଶୈଳୀ – Article by Sisir Sahoo

ଓଡ଼ିଆ ଭାଷା ତାହାର ଉପଭାଷା,ବୋଲୀ ଓ ଶୈଳୀ – Article by Sisir Sahoo

■■■■ମାନକ ଓଡ଼ିଆ■■■■■ ମାନକ ଓଡ଼ିଆ କୌଣସି ଗୋଟିଏ ଅଞ୍ଚଳର ବୋଲୀ ଵା ଶୈଳୀ ନୁହେଁ ଵରଂ ଏହା ସମସ୍ତ ଓଡ଼ିଆ ଅଞ୍ଚଳର ଶୈଳୀ ଓ ଶବ୍ଦକୁ ନେଇ ଗଠିତ ହୋଇଥିବା ଅନେକ ଵିଦ୍ଵାନଙ୍କ ମତ । ମାନକ ଓଡ଼ିଆ ଭାଷା ପାଲୀ ପାକୃତର ତିନୋଟି ଭିନ୍ନ ଭିନ୍ନ ଅପଭ୍ରଂଶ । ୧→ଉଡ୍ରୀ(ପଶ୍ଚିମ ଓଡିଶା ତଥା ଛତିଶଗଡ଼ର…

#OdiaPost ଭାରତର ପ୍ରଥମ ଧ୍ୱନିତାତ୍ତ୍ଵିକ ପୁସ୍ତକ ଲେଖିଥିଲେ ଓଡ଼ିଆ ପ୍ରାଧ୍ୟାପକ ଗୋଲକ ଵିହାରୀ ଧଳ

#OdiaPost ଭାରତର ପ୍ରଥମ ଧ୍ୱନିତାତ୍ତ୍ଵିକ ପୁସ୍ତକ ଲେଖିଥିଲେ ଓଡ଼ିଆ ପ୍ରାଧ୍ୟାପକ ଗୋଲକ ଵିହାରୀ ଧଳ

ଗୋଲକ ଵିହାରୀ ଧଳ ଢେଙ୍କାନାଳ ଜିଲ୍ଲାର ଗଞ୍ଜେଇଡିହ ଗ୍ରାମରେ ୧୯୨୧ରେ ଜନ୍ମ ହୋଇଥିଲେ । କିନ୍ତୁ ଏ ଯୋଗଜନ୍ମାଙ୍କୁ କୌଣସି ଭୌଗଳିକ ସୀମା ଆବଦ୍ଧ କରିପାରିନଥିଲା । ୧୯୪୩ରେ ରେଵେନ୍ସା ଵିଶ୍ୱଵିଦ୍ୟାଳୟରୁ ସଂସ୍କୃତରେ ସ୍ନାତକ, ୧୯୪୯ରେ ଲଣ୍ଡନ ଵିଶ୍ୱଵିଦ୍ୟାଳୟ, ସେଠାରୁ ଆମେରିକା ଓ ଫ୍ରାନ୍ସ ଯାତ୍ରା କରିଥିଲେ । ଭାରତକୁ ଫେରିବା ପରେ ସେ ୧୯୭୫ରେ…

ସେ ନୀଳମଣି ମିଶ୍ର, ଲୋକମୁଖରେ ନୀଳମଣି ବିଦ୍ୟାରତ୍ନ : ଶୁଦ୍ଧ ଲିଖନ, ଓଡ଼ିଆ ଭାଷା ସୁରକ୍ଷାର ଜାଗ୍ରତ ପ୍ରହରୀ ତଥା ଭାଷା ଆନ୍ଦୋଳନର ଅନ୍ୟତମ ପୁରୋଧା

ସେ ନୀଳମଣି ମିଶ୍ର, ଲୋକମୁଖରେ ନୀଳମଣି ବିଦ୍ୟାରତ୍ନ : ଶୁଦ୍ଧ ଲିଖନ, ଓଡ଼ିଆ ଭାଷା ସୁରକ୍ଷାର ଜାଗ୍ରତ ପ୍ରହରୀ ତଥା ଭାଷା ଆନ୍ଦୋଳନର ଅନ୍ୟତମ ପୁରୋଧା

“ହୋଇ ଏକତ୍ରିତ ସ୍ୱର୍ଗ ଦେବଗଣ କରିବେ ଯଦି ମୋ ଜୀବନ ହରଣ, ନ ତେଜିବି ସତ୍ୟପଥ ସଦାଶୟ ଦେବି ନାହିଁ କେବେ ମିଥ୍ୟା କୁ ପ୍ରଶୟ” । ଉନ୍ନବିଂଶ ଶତାବ୍ଦୀର ଶେଷ ଭାଗରେ ଜଣେ ନିର୍ଭୀକ ସ୍ବାଧୀନଚେତା ପତ୍ରିକା ସମ୍ପାଦକଙ୍କର ଏଇ ପଦଟି ଥିଲା ନିଜସ୍ବ ଆଦର୍ଶ । ସେ କେବଳ ପତ୍ରିକା ସମ୍ପାଦକ ନ…

ସମ୍ବଲପୁରୀ ଶୈଳୀରେ ରହିଛି ଶାସ୍ତ୍ରୀୟ ଓଡ଼ିଆ ଭାଷାର ମୌଳିକତା – ଡା. ଦେଵାଶିଷ ଜ୍ୟେଷ୍ଠୀ

ସମ୍ବଲପୁରୀ ଶୈଳୀରେ ରହିଛି ଶାସ୍ତ୍ରୀୟ ଓଡ଼ିଆ ଭାଷାର ମୌଳିକତା – ଡା. ଦେଵାଶିଷ ଜ୍ୟେଷ୍ଠୀ

ଏବେ ଓଡ଼ିଶାର ଉପକୂଳିଆ ଲୋକେ ଯାହାକୁ ଟମାଟୋ (ଇଂରାଜୀ) ଵା ବିଲାତି (ଯାଵନିକ) କହୁଛନ୍ତି ତାହାର ମୂଳ ଓଡ଼ିଆ ଶବ୍ଦ ହେଉଛି ପାତଲଘଁଟା ଵା ପାଚଲଘଣ୍ଟା ବୋଲି ସାରଳା ମହାଭାରତରୁ ପ୍ରମାଣ ମିଳେ । ଏବେ ମଧ୍ୟ ମୟୂରଭଞ୍ଜ, କଟକ, ଅନୁଗୁଳ, ନୟାଗଡ଼ର କିଛିି ସ୍ଥାନରେ କେହି କେହି ବୟସ୍କ ଲୋକମାନେ ଏହି ପାଚଲଘଣ୍ଟା ଶବ୍ଦ…

#OdiaPost : ଓଡ଼ିଆ ଭାଷାର ସଙ୍ଘର୍ଷମୟ ଇତିହାସ

#OdiaPost : ଓଡ଼ିଆ ଭାଷାର ସଙ୍ଘର୍ଷମୟ ଇତିହାସ

ଓଡ଼ିଶା ଇଂରେଜଙ୍କ ଦ୍ୱାରା କଵଳିତ ହୋଇ ବଙ୍ଗ ଅଧୀନରେ ଶାସିତ ହେଉଥିବା ସମୟ । ୧୮୬୫-୬୬ ମସିହାରେ ଘଟିଥିବା ନ’ଅଙ୍କ ଦୁର୍ଭିକ୍ଷ ଭାଙ୍ଗିଦେଲା ଓଡ଼ିଶାର ମେରୁଦଣ୍ଡ । ଅର୍ଦ୍ଧାଧିକ ଓଡ଼ିଆ (ସରକାରୀ ହିସାବରେ ଏକତୃତୀୟାଂଶ ବା ମୋଟ ୩୦ ଲକ୍ଷ ଜନସଂଖ୍ୟାରୁ ୧୦ ଲକ୍ଷ) ପୋକମାଛି ପରି ଅକାଳେ ମୃତ୍ୟବରଣ କଲେ ।ଓଡ଼ିଶାରେ ଦାରିଦ୍ର୍ୟତା ଘୋଟିଯିବା…