Bhubaneswar Buzz

#OdiaPostAt11 ସୁନ୍ଦରଗଡ଼ର ପ୍ରେମ ଭିତ୍ତିକ ଚାଙ୍ଗୁ ନୃତ୍ୟ – ପ୍ରେମିକାକୁ ଆକର୍ଷଣ କରିବା ପାଇଁ ପ୍ରେମିକମାନେ ବଜାନ୍ତି ଚାଙ୍ଗୁ

changu dance odisha sundargarh

pic courtesy : DNA

Changu Dance is one of the famous tribal dance forms of Odisha. Changu is a rural variety of the tambourine, a musical instrument. It is played by the male-members of the Bhuiyan, Bathudi, Kharia, Juanga, Mechi and Kondha communities of Sundergarh, Keonjhar, Mayurbhanj and Phulbani.

ଓଡ଼ିଶା ସୁନ୍ଦରଗଡ଼ ଜିଲ୍ଲାର ବଣାଇ ଉଚ୍ଚ ପାର୍ବତ୍ୟଅଞ୍ଚଳର  ଅଧିବାସୀ ହେଉଛନ୍ତି ଭୁୟାଁ ସମ୍ପ୍ରଦାୟର ସେମାନେ ଏହି ନୃତ୍ୟ ପ୍ରଦର୍ଶନ କରନ୍ତି ପ୍ରଥମେ ଯୁବକମାନେ ମିଳିତ ହୋଇ ଚାଙ୍ଗୁ ବାଇଦ ବଜାନ୍ତି ଏ ବାଦ୍ୟର ଅହ୍ବାନରେ ଯୁବତୀମାନେ ଆସି ନୃତ୍ୟସ୍ଥଳରେ ଉପସ୍ଥିତ ହୁଅନ୍ତି ସରଳ ସାବଲୀଳ ଭାଷାରେ ଗ୍ରାମ୍ୟକବିଙ୍କ ପ୍ରେମ-ପ୍ରଣୟ ଭିତ୍ତିକ ଗୀତ ଗାୟନ କରାଯାଏ ଏହାର ତାଳେ ତାଳେ ନୃତ୍ୟ ପରିବେଷଣ ହୁଏ

ଗୋଟିଏ ଗାଁର ଯୁବକ ଯୁବତୀମାନେ ଆର ଗାଁର ଯୁବକଯୁବତୀମାନଙ୍କ ସହ ମିଳିତ ହୋଇ ମଧ୍ୟ ନୃତ୍ୟ କରନ୍ତି ଏହି ଅବସରରେ ଯୁବକମାନେ ଯୁବତୀମାନଙ୍କୁ ବିଭିନ୍ନ ଉପହାର ଆଣି ଦିଅନ୍ତି ଏହାର ପ୍ରତି ବଦଳରେ ଯୁବତୀମାନେ ଯୁବକମାନଙ୍କୁ ଖାଦ୍ୟପେୟ ଦେଇ ଆପ୍ୟାୟିତ କରିଥାଆନ୍ତି

Author NISTHA RANJAN DASH
A writer by day and a reader by night. My love for Odia language and culture is immense. I love to read a lot and share with others. The topics that I love exploring are tradition, science, technology and photography focussing on future. I am also freelance Odia reporter and blogger. My articles can be read anywhere anytime in Facebook, Twitter and Google through this hashtag #OdiaPostAt11. You can reach me at [email protected]
I will be happy to interact with u through odisha’s leading media website bhubaneswar buzz. thank you. Happy reading…

Comments

comments