Bhubaneswar Buzz

Discover Odisha

ରାକ୍ଷୀ ପୂର୍ଣ୍ଣିମାରେ ଖୋଜାପଡ଼ନ୍ତି ଏଇ ସବୁ ଓଡ଼ିଆ ପିଠା

ରାକ୍ଷୀ ପୂର୍ଣ୍ଣିମାରେ ଖୋଜାପଡ଼ନ୍ତି ଏଇ ସବୁ ଓଡ଼ିଆ ପିଠା

ହିନ୍ଦୁ ପରମ୍ପରାରେ ରକ୍ଷା ବନ୍ଧନ ଏକ ସ୍ୱତନ୍ତ୍ର ପର୍ବ, ଯାହା ସାରା ଭାରତ ବର୍ଷରେ ପାଳନ କରାଯାଏ । ଶ୍ରାବଣ ମାସର ପୂର୍ଣ୍ଣିମା ବା ଇଂରାଜୀ ଅଗଷ୍ଟ ମାସରେ, ପ୍ରତ୍ୟେକ ଭଉଣୀ ତାର ଭାଇ ହାତରେ ଏହି ଦିନ ରାକ୍ଷୀ ବାନ୍ଧିଥାଏ । ପରମ୍ପରା ଅନୁସାରେ ହିନ୍ଦୁ ସମାଜରେ ବିଶ୍ୱାସ ଅଛି ଯେ, ଭଉଣୀ ତା’…

ଓଡ଼ିଆ ନୂଆଵର୍ଷ – ନିଆରା ଆମ ପରମ୍ପରା

ଓଡ଼ିଆ ନୂଆଵର୍ଷ – ନିଆରା ଆମ ପରମ୍ପରା

ମହା ଵିଷୁଵ ସଙ୍କ୍ରାନ୍ତିରୁ ଓଡ଼ିଆ ଵର୍ଷ ଗଣନା ଆରମ୍ଭ ହେଉଥିଵାରୁ ଓଡ଼ିଆ ପରିଵାରରେ ଦେଵଦେଵୀଙ୍କଠାରେ ସ୍ଵତନ୍ତ୍ର ପୂଜା, ଭୋଗ, ହୋମ ଆଦି କରାଯାଇଥାଏ । ଏହିଦିନ ଚଡ଼କ ପୂଜା ହୁଏ ଓ ପାଟୁଆ ନାଚନ୍ତି । ଏହିଦିନ ପଣା ପ୍ରସ୍ତୁତ କରି ବ୍ରାହ୍ମଣଙ୍କୁ ଛତା ଓ ପଙ୍ଖା ଆଦି ସହିତ ଦାନ କରାଯାଏ । ଦେଵତା…

କୁଣ୍ଢାକୁଣ୍ଢି ଵା କୁଣ୍ଢି କାଞ୍ଚି ଅମାଵାସ୍ୟା

କୁଣ୍ଢାକୁଣ୍ଢି ଵା କୁଣ୍ଢି କାଞ୍ଚି ଅମାଵାସ୍ୟା

କଥାରେ ଅଛି ବାର ମାସେ ତେର ପର୍ବ, କିନ୍ତୁ ଦେଖିବାକୁ ଗଲେ ପ୍ରତ୍ୟେକ ମାସରେ ଓଡ଼ିଆ ଘରେ ପାଳନ ହୋଇଥାଏ ଅତିକମରେ ଚାରିଟିରୁ ପାଞ୍ଚଟି ପର୍ଵ। ସମଗ୍ର ଓଡ଼ିଶାର ପର୍ଵପର୍ଵଣି କିମ୍ବା ପ୍ରତ୍ୟକ୍ଷ ଭାବରେ ଜଗନ୍ନାଥ ସଂସ୍କୃତି ଓ କୃଷିକାର୍ଯ୍ୟ ସହ ଜଡ଼ିତ। ଏହି ପରି ଏକ ପର୍ବ ହେଉଛି ଭାଦ୍ରବ ଅମାବାସ୍ୟା ଯାହା ଉପକୂଳ…

କାଉଡ଼ିଆଙ୍କର ‘ବୋଲ ବମ’ ଉଚ୍ଚାରଣରେ ‘ବମ’ ଶବ୍ଦର ଅର୍ଥ

କାଉଡ଼ିଆଙ୍କର ‘ବୋଲ ବମ’ ଉଚ୍ଚାରଣରେ ‘ବମ’ ଶବ୍ଦର ଅର୍ଥ

ଶ୍ରାବଣ ମାସର ଉଲ୍ଲେଖ ଆସିଲେ ରାସ୍ତାଘାଟରେ ‘ବୋଲ ବମ’ ଉଚ୍ଚାରଣ ସହିତ କାଉଡ଼ିଆଙ୍କର ଶିଵଜଳାଭିଷେକ ନିମିତ୍ତ ପଦଯାତ୍ରାର ଦୃଶ୍ୟ ମାନସପଟ୍ଟରେ ସ୍ୱାଭାବିକ ଭାବେ ଉଦ୍ଭାସିତ ହୁଏ । ତେବେ ଏ ପ୍ରସଙ୍ଗରେ ଆଉ ଏକ ପ୍ରଶ୍ନ ମଧ୍ୟ ମନ ମଧ୍ୟରେ ଉଙ୍କି ମାରିଥାଏ – କାଉଡ଼ିଆମାନେ ଉଚ୍ଚାରଣ କରୁଥିବା ଏହି ‘ବୋଲ ବମ’ ଧ୍ୱନିରେ ‘ବମ’…