Bhubaneswar Buzz

Citizen Bloggers

ଓଡ଼ିଆ ଭାଷା ତାହାର ଉପଭାଷା,ବୋଲୀ ଓ ଶୈଳୀ – Article by Sisir Sahoo

ଓଡ଼ିଆ ଭାଷା ତାହାର ଉପଭାଷା,ବୋଲୀ ଓ ଶୈଳୀ – Article by Sisir Sahoo

■■■■ମାନକ ଓଡ଼ିଆ■■■■■ ମାନକ ଓଡ଼ିଆ କୌଣସି ଗୋଟିଏ ଅଞ୍ଚଳର ବୋଲୀ ଵା ଶୈଳୀ ନୁହେଁ ଵରଂ ଏହା ସମସ୍ତ ଓଡ଼ିଆ ଅଞ୍ଚଳର ଶୈଳୀ ଓ ଶବ୍ଦକୁ ନେଇ ଗଠିତ ହୋଇଥିବା ଅନେକ ଵିଦ୍ଵାନଙ୍କ ମତ । ମାନକ ଓଡ଼ିଆ ଭାଷା ପାଲୀ ପାକୃତର ତିନୋଟି ଭିନ୍ନ ଭିନ୍ନ ଅପଭ୍ରଂଶ । ୧→ଉଡ୍ରୀ(ପଶ୍ଚିମ ଓଡିଶା ତଥା ଛତିଶଗଡ଼ର…

#OdiaPost ଵ୍ୟଞ୍ଜନ ଦ୍ଵାଦଶୀ ଉପଲକ୍ଷେ ପୁରୀ ଗୌରଵିହାର ଆଶ୍ରମରେ ଲାଗିହେଲା ୬୭୧ ପ୍ରକାର ଵ୍ୟଞ୍ଜନ

#OdiaPost ଵ୍ୟଞ୍ଜନ ଦ୍ଵାଦଶୀ ଉପଲକ୍ଷେ ପୁରୀ ଗୌରଵିହାର ଆଶ୍ରମରେ ଲାଗିହେଲା ୬୭୧ ପ୍ରକାର ଵ୍ୟଞ୍ଜନ

ମାର୍ଗଶୀର ଶୁକ୍ଳ ଦ୍ୱାଦଶୀ ତିଥି ଅଵସରରେ ଶ୍ରୀଗୌରଵିହାର ଆଶ୍ରମ (ମାତା ମଠ)ରେ ଵ୍ୟଞ୍ଜନ ଦ୍ୱାଦଶୀ ଉତ୍ସଵ ଅନୁଷ୍ଠିତ ହୋଇଯାଇଛି । ଏହି ପଵିତ୍ର ତିଥିରେ ଶ୍ରୀରାଧାକୃଷ୍ଣ ଏବଂ ଶ୍ରୀଚୈତନ୍ୟ ମହାପ୍ରଭୁଙ୍କ ନିକଟରେ ୬୭୧ ପ୍ରକାର ଵ୍ୟଞ୍ଜନ ନୈଵେଦ୍ୟ ଅର୍ପଣ କରାଯାଇଛି । ଭୋରୁ ସମସ୍ତ ଦେଵନୀତି ସମାପ୍ତ ପରେ ମଧ୍ୟାହ୍ନରେ ଶ୍ରୀଚୈତନ୍ୟ ଏବଂ ଶ୍ରୀକୃଷ୍ଣଙ୍କୁ ନୌଵେଦ୍ୟ…

#OdiaPost ଭାରତର ପ୍ରଥମ ଧ୍ୱନିତାତ୍ତ୍ଵିକ ପୁସ୍ତକ ଲେଖିଥିଲେ ଓଡ଼ିଆ ପ୍ରାଧ୍ୟାପକ ଗୋଲକ ଵିହାରୀ ଧଳ

#OdiaPost ଭାରତର ପ୍ରଥମ ଧ୍ୱନିତାତ୍ତ୍ଵିକ ପୁସ୍ତକ ଲେଖିଥିଲେ ଓଡ଼ିଆ ପ୍ରାଧ୍ୟାପକ ଗୋଲକ ଵିହାରୀ ଧଳ

ଗୋଲକ ଵିହାରୀ ଧଳ ଢେଙ୍କାନାଳ ଜିଲ୍ଲାର ଗଞ୍ଜେଇଡିହ ଗ୍ରାମରେ ୧୯୨୧ରେ ଜନ୍ମ ହୋଇଥିଲେ । କିନ୍ତୁ ଏ ଯୋଗଜନ୍ମାଙ୍କୁ କୌଣସି ଭୌଗଳିକ ସୀମା ଆବଦ୍ଧ କରିପାରିନଥିଲା । ୧୯୪୩ରେ ରେଵେନ୍ସା ଵିଶ୍ୱଵିଦ୍ୟାଳୟରୁ ସଂସ୍କୃତରେ ସ୍ନାତକ, ୧୯୪୯ରେ ଲଣ୍ଡନ ଵିଶ୍ୱଵିଦ୍ୟାଳୟ, ସେଠାରୁ ଆମେରିକା ଓ ଫ୍ରାନ୍ସ ଯାତ୍ରା କରିଥିଲେ । ଭାରତକୁ ଫେରିବା ପରେ ସେ ୧୯୭୫ରେ…